F FAKIRA MEHER 5 years ago Plaze sir Re-enggage 4000 School Coordinator for better Education and School Online Work for their family maintain
S Subhranshu sekhar Gil 5 years ago Featured Really sir it is very painful.. Becs 4000ict teacher is in very critical situation ... Pls re engagement us..
B Banty Mahanand 5 years ago ପ୍ରାପ୍ତେଷୁ, ………….. ………………………… …………………………., ………………………………….. ……………………………… ବିଷୟ:- ଓଡିଶାର ୪୦୦୦ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଆଇ॰ସି॰ଟି॰ ପ୍ରୋଜେକ୍ଟ ଓ ସେଥିରେ ନିୟୋଜିତ ହୋଇଥିବା ସ୍କୁଲ କୋଡିନେଟର ମାନଙ୍କର ନିଯୁକ୍ତିରୁ ଛଟେଇ ସମସ୍ୟାର ସମାଧାନ ନିମନ୍ତେ ଅନୁରୋଧ । ମହାଶୟ, ଆମ୍ଭେ ଓଡିଶା ରାଜ୍ୟ ସ୍କୁଲ କୋଡିନେଟର ସଂଘ ଆପଣଙ୍କୁ ଲେଖି ଜଣାଇବା କାରଣ ଏହିକି ଯେ ଓଡିଶାର ବିଭିନ୍ନ ସରକାରୀ ଓ ସରକାରୀ ସ୍ଵୀକୃତିପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଓଡିଶା ସରକାରଙ୍କ ଦ୍ଵାରା ୨୦୧୪ମସିହାରେ କମ୍ପୁଟର ଶିକ୍ଷା ପ୍ରଚଳନ ଆରମ୍ଭ ହୋଇଥିଲା। ict@schools odisha,(ଇ-ବିଦ୍ୟାଳୟ) ନାମକ ଏହି ପ୍ରୋଜେକ୍ଟ ର ନିୟୋଜନ, ପରିଚାଳନା ଓ ମାନବସମ୍ବଳ ନିଯୁକ୍ତି ପାଇଁ ଏକ ବେସରକାରୀ ସଂସ୍ଥା କୁ ଦାୟିତ୍ଵ ଦିଆଯାଇଥିଲା । ଏହାଦ୍ଵାରା ଓଡିଶା ର ୪୦୦୦ ଉଚ୍ଚ ବିଦ୍ୟାଳୟରେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ ମାଗଣାରେ କମ୍ପୁଟର ଶିକ୍ଷା ସହିତ ଅନ୍ୟାନ୍ୟ ପାଠ୍ୟ ବିଷୟଗୁଡିକରେ ମଧ୍ୟ ଗୁଣାତ୍ମକ ଶିକ୍ଷା ପାଇ ପାରିଲେ। ଓଡିଶା ର ୪୦୦୦ରୁ ଊର୍ଦ୍ଧ୍ଵ ଉଚ୍ଚଶିକ୍ଷିତ ଯୁବକଯୁବତୀ ମଧ୍ୟ ସ୍କୁଲ କୋଡିନେଟର ଭାବରେ ନିଯୁକ୍ତି ର ସୁଯୋଗ ପାଇଥିଲେ। ତା’ ସହ ବିଦ୍ୟାଳୟର ସମସ୍ତ ଯାବତୀୟ ଅଫିସ କାର୍ଯ୍ୟ ମଧ୍ୟ କମ୍ପୁଟର ଦ୍ଵାରା ତ୍ୱରାନ୍ୱିତ ହୋଇପାରିଲା । କିନ୍ତୁ ଦୁଃଖ ର ବିଷୟ ଏହା ଯେ ସରକାର କମ୍ପୁଟରଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ଉନ୍ନତିମୂଳକ ବ୍ୟବସ୍ଥା କୁ ଚୁକ୍ତିଭିତ୍ତିରେ ମାତ୍ର ୫ବର୍ଷ ପାଇଁ ବେସରକାରୀ ସଂସ୍ଥା କୁ ଠିକା ଦେଇଥିଲେ । ବର୍ତ୍ତମାନ (୨୦୧୪ ଠାରୁ ୨୦୧୯) ପାଞ୍ଚବର୍ଷ ପୂର୍ଣ୍ଣ ହୋଇସାରିବା ପରେ ସେହି ଆଇ॰ସି॰ଟି॰ ପ୍ରୋଜେକ୍ଟ ବନ୍ଦ ହେବାକୁ ଯାଉଛି । ଯାହା ଫଳରେ ଶିକ୍ଷାବ୍ୟବସ୍ଥା ରେ ଏକ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀଦିନ ରେ ଓଡିଶା ର ଲକ୍ଷଲକ୍ଷ ହାଇସ୍କୁଲ ଛାତ୍ରଛାତ୍ରୀ କମ୍ପୁଟର ଶିକ୍ଷା ରୁ ବଞ୍ଚିତ ହେବେ । ହଜାର ହଜାର ସଂଖ୍ୟା ରେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ରୁ ବଞ୍ଚିତ ହୋଇ ବେକାର ହେବେ। ତାସହ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଇ॰ସି॰ଟି॰ କମ୍ପୁଟରଲ୍ୟାବ ଗୁଡିକ ମଧ୍ୟ ଅକାମି ହୋଇ ନଷ୍ଟ ହେବ। ବର୍ତ୍ତମାନ ର ଶିକ୍ଷାବ୍ୟବସ୍ଥା ଅନୁଯାୟୀ ଓଡିଶାର ସମସ୍ତ ବିଦ୍ୟାଳୟ ରେ କମ୍ପୁଟର ର ନିତାନ୍ତ ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀଙ୍କ ପ୍ରବେଶ ଠାରୁ ଆରମ୍ଭକରି ଉତ୍ତୀର୍ଣ୍ଣ ଯାଏଁ, ଶିକ୍ଷକ ମାନଙ୍କ ଦରମା ଚିଠା, ମେଧାବୃତି ପରୀକ୍ଷା, ଫର୍ମ ପୂରଣ, ଏନରୋଲମେଣ୍ଟ, HRMS, SDMIS, ନିତିଦିନିଆ କିରାଣୀ କାମ, ଅଫିସ ଚିଠିପତ୍ର ଇତ୍ୟାଦି ସମସ୍ତ କାର୍ଯ୍ୟ କମ୍ପୁଟର ଦ୍ଵାରା ଅନଲାଇନ ରେ କରାଯାଉଛି । ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଉନ୍ନତି ପାଇଁ କମ୍ପୁଟର ପ୍ରୋଜେକ୍ଟର ମାଧ୍ୟମ ରେ ପାଠ୍ୟବିଷୟ ଗୁଡିକୁ ଶିକ୍ଷାଦିଆଯାଉଛି। ତେଣୁ ସମସ୍ତ ଦୃଷ୍ଟିକୋଣ ରୁ ବିଦ୍ୟାଳୟରେ କମ୍ପୁଟର ଲ୍ୟାବ ଅପରିହାର୍ଯ୍ୟ ଅଟେ ।
K Kshetra Mohan Mishra 5 years ago Plz Reenggage 4000 School Coordinator for better education and school online work and for their family maintain.
To provide job for aspirants
Join
I want to justice
I am school coordinator
Please re-engage 4000 comp teachers in Govt HS
Sir Please Reappointment us
Please reange the sc
Reappoint 4000 Computer Teacher
ଯଥା ଶୀଘ୍ର 4000 computer ଶିକ୍ଷକ ଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ
Very good decision
Kindly rejoin us to rase the morality of digital education
Plaze sir Re-enggage 4000 School Coordinator for better Education and School Online Work for their family maintain
Can you help me bjd govt।4000 computer tr in odisha ।
Really sir it is very painful.. Becs 4000ict teacher is in very critical situation ... Pls re engagement us..
ପ୍ରାପ୍ତେଷୁ, ………….. ………………………… …………………………., ………………………………….. ……………………………… ବିଷୟ:- ଓଡିଶାର ୪୦୦୦ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଆଇ॰ସି॰ଟି॰ ପ୍ରୋଜେକ୍ଟ ଓ ସେଥିରେ ନିୟୋଜିତ ହୋଇଥିବା ସ୍କୁଲ କୋଡିନେଟର ମାନଙ୍କର ନିଯୁକ୍ତିରୁ ଛଟେଇ ସମସ୍ୟାର ସମାଧାନ ନିମନ୍ତେ ଅନୁରୋଧ । ମହାଶୟ, ଆମ୍ଭେ ଓଡିଶା ରାଜ୍ୟ ସ୍କୁଲ କୋଡିନେଟର ସଂଘ ଆପଣଙ୍କୁ ଲେଖି ଜଣାଇବା କାରଣ ଏହିକି ଯେ ଓଡିଶାର ବିଭିନ୍ନ ସରକାରୀ ଓ ସରକାରୀ ସ୍ଵୀକୃତିପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଓଡିଶା ସରକାରଙ୍କ ଦ୍ଵାରା ୨୦୧୪ମସିହାରେ କମ୍ପୁଟର ଶିକ୍ଷା ପ୍ରଚଳନ ଆରମ୍ଭ ହୋଇଥିଲା। ict@schools odisha,(ଇ-ବିଦ୍ୟାଳୟ) ନାମକ ଏହି ପ୍ରୋଜେକ୍ଟ ର ନିୟୋଜନ, ପରିଚାଳନା ଓ ମାନବସମ୍ବଳ ନିଯୁକ୍ତି ପାଇଁ ଏକ ବେସରକାରୀ ସଂସ୍ଥା କୁ ଦାୟିତ୍ଵ ଦିଆଯାଇଥିଲା । ଏହାଦ୍ଵାରା ଓଡିଶା ର ୪୦୦୦ ଉଚ୍ଚ ବିଦ୍ୟାଳୟରେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ ମାଗଣାରେ କମ୍ପୁଟର ଶିକ୍ଷା ସହିତ ଅନ୍ୟାନ୍ୟ ପାଠ୍ୟ ବିଷୟଗୁଡିକରେ ମଧ୍ୟ ଗୁଣାତ୍ମକ ଶିକ୍ଷା ପାଇ ପାରିଲେ। ଓଡିଶା ର ୪୦୦୦ରୁ ଊର୍ଦ୍ଧ୍ଵ ଉଚ୍ଚଶିକ୍ଷିତ ଯୁବକଯୁବତୀ ମଧ୍ୟ ସ୍କୁଲ କୋଡିନେଟର ଭାବରେ ନିଯୁକ୍ତି ର ସୁଯୋଗ ପାଇଥିଲେ। ତା’ ସହ ବିଦ୍ୟାଳୟର ସମସ୍ତ ଯାବତୀୟ ଅଫିସ କାର୍ଯ୍ୟ ମଧ୍ୟ କମ୍ପୁଟର ଦ୍ଵାରା ତ୍ୱରାନ୍ୱିତ ହୋଇପାରିଲା । କିନ୍ତୁ ଦୁଃଖ ର ବିଷୟ ଏହା ଯେ ସରକାର କମ୍ପୁଟରଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ଉନ୍ନତିମୂଳକ ବ୍ୟବସ୍ଥା କୁ ଚୁକ୍ତିଭିତ୍ତିରେ ମାତ୍ର ୫ବର୍ଷ ପାଇଁ ବେସରକାରୀ ସଂସ୍ଥା କୁ ଠିକା ଦେଇଥିଲେ । ବର୍ତ୍ତମାନ (୨୦୧୪ ଠାରୁ ୨୦୧୯) ପାଞ୍ଚବର୍ଷ ପୂର୍ଣ୍ଣ ହୋଇସାରିବା ପରେ ସେହି ଆଇ॰ସି॰ଟି॰ ପ୍ରୋଜେକ୍ଟ ବନ୍ଦ ହେବାକୁ ଯାଉଛି । ଯାହା ଫଳରେ ଶିକ୍ଷାବ୍ୟବସ୍ଥା ରେ ଏକ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀଦିନ ରେ ଓଡିଶା ର ଲକ୍ଷଲକ୍ଷ ହାଇସ୍କୁଲ ଛାତ୍ରଛାତ୍ରୀ କମ୍ପୁଟର ଶିକ୍ଷା ରୁ ବଞ୍ଚିତ ହେବେ । ହଜାର ହଜାର ସଂଖ୍ୟା ରେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ରୁ ବଞ୍ଚିତ ହୋଇ ବେକାର ହେବେ। ତାସହ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଇ॰ସି॰ଟି॰ କମ୍ପୁଟରଲ୍ୟାବ ଗୁଡିକ ମଧ୍ୟ ଅକାମି ହୋଇ ନଷ୍ଟ ହେବ। ବର୍ତ୍ତମାନ ର ଶିକ୍ଷାବ୍ୟବସ୍ଥା ଅନୁଯାୟୀ ଓଡିଶାର ସମସ୍ତ ବିଦ୍ୟାଳୟ ରେ କମ୍ପୁଟର ର ନିତାନ୍ତ ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀଙ୍କ ପ୍ରବେଶ ଠାରୁ ଆରମ୍ଭକରି ଉତ୍ତୀର୍ଣ୍ଣ ଯାଏଁ, ଶିକ୍ଷକ ମାନଙ୍କ ଦରମା ଚିଠା, ମେଧାବୃତି ପରୀକ୍ଷା, ଫର୍ମ ପୂରଣ, ଏନରୋଲମେଣ୍ଟ, HRMS, SDMIS, ନିତିଦିନିଆ କିରାଣୀ କାମ, ଅଫିସ ଚିଠିପତ୍ର ଇତ୍ୟାଦି ସମସ୍ତ କାର୍ଯ୍ୟ କମ୍ପୁଟର ଦ୍ଵାରା ଅନଲାଇନ ରେ କରାଯାଉଛି । ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଉନ୍ନତି ପାଇଁ କମ୍ପୁଟର ପ୍ରୋଜେକ୍ଟର ମାଧ୍ୟମ ରେ ପାଠ୍ୟବିଷୟ ଗୁଡିକୁ ଶିକ୍ଷାଦିଆଯାଉଛି। ତେଣୁ ସମସ୍ତ ଦୃଷ୍ଟିକୋଣ ରୁ ବିଦ୍ୟାଳୟରେ କମ୍ପୁଟର ଲ୍ୟାବ ଅପରିହାର୍ଯ୍ୟ ଅଟେ ।
Plz Reenggage 4000 School Coordinator for better education and school online work and for their family maintain.
Plz reengage 4000 school coordinator
Fights for right