Skip to main content
ICT School Coordinators Association Odisha

ICT School Coordinators Association Odisha

174 signatures 76 to reach 250
B
Bishnu C. signed
B
Bhabesh K. signed
R
Ratnakar S. signed
S
Santanu K. signed
J
Jim o. signed
A
Ajit k. signed
S
Someone signed
S
Someone signed
C
Chandra S. signed
D
Dasarath D. signed
I(
Started by ICT School Coordinators'Association Odisha (Computer Teacher) 5 years, 11 months ago

ରାଜ୍ୟରେ 4000 କମ୍ପୁଟର ଶିକ୍ଷକ ଆଜି ଛଟେଇ ହୋଇ ଘରେ ବେକାର ହୋଇ ବସିରହିଛନ୍ତି, ଯେଉଁମାନେ ଦୀର୍ଘ 5ବର୍ଷ ଧରି ସ୍ୱଳ୍ପ ବେତନରେ ଖରା ବର୍ଷା କୁ ଖାତିରି ନକରି ନିଜ ଜୀବନକୁ ବାଜି ଲଗେଇ ଆପଣଙ୍କର ICT ଯୋଜନା କୁ ସଫଳତା ଦେଇଥିଲେ. 5 ବର୍ଷ ଧରି ବିଦ୍ୟାଳୟର ସମସ୍ତ online କାମ କରିବା ସହିତ କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ କମ୍ପୁଟର ଶିକ୍ଷା ପ୍ରଦାନ କରିଆସୁଥିଲେ. ଯାହା ଫଳରେ ଗରିବ ଛାତ୍ର ଛାତ୍ରୀ ମାନେ ଏହି ଶିକ୍ଷାକୁ ଅତି ଆନନ୍ଦ ଉଲ୍ଲାସର ସହିତ ଗ୍ରହଣ କରୁଥିଲେ.ବର୍ତମାନ ଦୁଃଖ ର ବିଷୟ ଏହିକି ଯେ, ଆଜି ସେ ଶିକ୍ଷା ସମ୍ପୂର୍ଣ ଠପ ହେବା ସହିତ କମ୍ପୁଟର କକ୍ଷ ରେ ତାଲା ପଡିରହିଛି ଓ ଆଉ କିଛି ଚୋରି ମଧ୍ୟ ହୋଇଗଲାଣି. ଅନ୍ୟପଟେ କାମ କରୁଥିବା ବିଦ୍ୟାଳୟ ସଂଯୋଜକ ତଥା କମ୍ପୁଟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ବୟସରେ ବେକାର ହୋଇ ପରିବାର ବୋଝ ସହିତ ମାନସିକ ଭାରସାମ୍ୟ ହରାଇ ସମାଜର ଟାହି ଟାପରା ସାଙ୍ଗ କୁ ଲୋକ ଲଜ୍ୟା ସହି ସହି ଦିନ କାଟୁଛନ୍ତି. ଯାହା କି ଏକ ଦୁଃଖ ର ବିଷୟ, ଯାହାକୁ ଆଖିରେ ଥରୁଟେ ନଦେଖିଲେ କେହି ବିଶ୍ୱାସ କରିବେ ନାହିଁ. ଆଜି ମନରେ ପ୍ରଶ୍ନ ଆସେ, ଏପରି ଦୁଃଖ ଦେଖିବାକୁ କଣ 5 ବର୍ଷ କାମ କରିଥିଲେ କି? ସେମାନେ ଆଜି ପାଇଲେ କଣ ?

ଏଣୁ ବିନୀତ ଅନୁରୋଧ କରିକି ଆପଣ ଦୟାକରି ଏହି 4000 ଗରିବ ପରିବାର ମୁଁହରେ ହସ ଫୁଟାଇଵା ସହିତ, ଯୁବକ ଯୁବତୀ ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରି ଆପଣଙ୍କ ଶ୍ରେଷ୍ଠତାର ପରିଚୟ ସୃଷ୍ଟି କରନ୍ତୁ. ଆପଣଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟକୁ ଏ ଯୁବକ ସମାଜ ଓ ଲକ୍ଷ ଲକ୍ଷ୍ୟ ଛାତ୍ର ଛାତ୍ରୀ କେବେ ଭୁଲିବ ନାହିଁ. ସଦା ସର୍ବଦା ଆପଣଙ୍କ ନିକଟରେ ଋଣୀ ହୋଇ ରହିବ. ଆଶା କରେ କେବେ ବି ନିରାଶ କରିବେ ନାହିଁ.

ଆପଣଙ୍କର ବିଶ୍ଵସ୍ଥ
ଓଡିଶା ସ୍କୁଲ କୋଡିନେଟର ସଙ୍ଘ

Updates

Reached 100 supporters

September 15, 2020

98 Comments

P
PABITRA MANGARAJ
5 years ago Featured

ଦୟାକରି ସରକାର ସେମାନଙ୍କୁ ପୁନଃ ନିଯୁକ୍ତି ଦେଇ 4000 ପରିବାରକୁ ଏଇ ମହାମାରୀ ସମୟରେ ଆର୍ଥିକ ସଂକଟରୁ ଉଦ୍ଧାର କରନ୍ତୁ , ଯେଉଁମାନେ ନିଜ ଭାବିସତକୁ ପଛରେ ପକେଇ 5 ବର୍ଷ କାଳ ସୋଳ୍ପ ଟଙ୍କାରେ ସରକାରଙ୍କର ସମସ୍ତ କାମ କରିବା ସହିତ ଲକ୍ଷ ଲକ୍ଷ ପିଲାଙ୍କର ଭବିଷ୍ୟତ ତିଆରୁଥିଲେ ସେମାନଙ୍କ ପାଇଁ ଏ ସରକାର ଏତେ ନିଷ୍ଠୁର କଣ ପାଇଁ ଦୟାକରି ସରକାର ସରକାର ସେମାନଙ୍କ ସହଯୋଗ କରନ୍ତୁ

P
Puruswattam Mishra
5 years ago Featured

Govt. may pending average 3lakhs per school for salary. Why not another 20 thousand for a great purpose???

S
S Jagannath Rao
5 years ago Featured

Please reengage 4000 SC's as soon as possible because we are now facing problems for livelihood in Covid-19 Pandemic situation.

K
Kulamani Behera
5 years ago Featured

Countless neglected students in Odisha were getting computer education under the ICT scheme and now it is closed and children are being deprived of computer education which is a reprehensible incident during the corona epidemic. Therefore, we urge the government to appoint a school coordinator as soon as possible and continue computer education in Odisha.

A
AMULYA KUMAR BARIK
5 years ago Featured

I am form Kendrapara district Rajkanika Block school coordinator, plz reengare sir because we lost our valuable 5 years for your govt.work.

S
Subhranshu sekhar Gil
5 years ago Featured

Really sir it is very painful.. Becs 4000ict teacher is in very critical situation ... Pls re engagement us..

B
Bishnu Charan Swain
5 years ago

Good decision I appreciate

R
Ratnakar Sahu
5 years ago

Plz reangage our job.

Help this petition grow

Share it with friends to help reach 250 signatures.

Your share link

Share directly